ବାସ୍ତବ ପ୍ରେମ


 ଭାବ ନାହିଁ କେବେ    ପ୍ରେମଟା ନିର୍ଦ୍ଦିଷ୍ଟ

ସମ୍ପର୍କ ମଧ୍ୟେ ସୀମିତ


ଯେଉଁ ପ୍ରେମ କର    ସମ୍ପର୍କକୁ କେବେ

କରନାହିଁ କଳୁଷିତ


 ପ୍ରେମ ହିଁ କେବଳ       ଜନମ ନିଅଇ

ଦୁଇ ଆତ୍ମା ମିଳନରେ


ହୋଇପାରେ ତାହା   ପ୍ରେମିକ ପ୍ରେମିକା

ଭାଇ ଭଗିନୀ ମଧ୍ୟରେ