Homeକବିତାଅଧିକାର ଅଧିକାର Akshaya Sahoo ଆଜି ତୁମ ଠାରୁ ମୋ ଦୂରତା ଅନେକ ଦୂରତଥାପି ଦେବାକୁ ଚାହିଁଲିତୁମ ଅଧିକାର ।।ଅତିବାହିତ ଜୀବନର ପ୍ରେମ ନିହାତି ନିଜର ହେଲେ ଦେହଟା,ମନଟା ଭାରି ସ୍ୱାର୍ଥପର ଛଳନାର ଗନ୍ତାଘର ।।ଏଇ ଦେଖୁନ ଦେଇ ବି ଦେଇ ପାରିଲିନିନେଇ ବି ନେଇ ପାରିଲିନିତୁମ ଅଧିକାର କାରଣ' ମୁଁ ସର୍ବସ୍ବ ତୁମର ।।✍️ଅକ୍ଷୟ ସାହୁ Newer ଶାଶ୍ଵତ ପ୍ରେମ Older ସ୍ମୃତି