Here is the best collection of Odia Attitude quotes for WhatsApp, Facebook, Instagram, WhatsApp status you can download and share.
ଅଭାବ ଜୀବନରେ ସମସ୍ତଙ୍କର ଥାଏ କାହାର ସମୟ କାହାର ସମ୍ପର୍କ କାହାର ଧନ ଆଉ କାହାର ଶାନ୍ତିର ଅଭାବ । ତାହା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତି ଯାଏ ।
ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ । ଜୟ ଜଗନ୍ନାଥ
ଆମ ସହ ହେଉଥିବା ଭଲ ଏବଂ ଖରାପ ସବୁ ଆମ କର୍ମ ଉପରେ ନିର୍ଭର କରେ, ତେଣୁ ସର୍ବଦା କର୍ମ ଉପରେ ବିଶ୍ୱାସ କର !
Disclaimer
Copyright © 2022 akshayasahoo99.blogspot.com. All rights reserved.