Odia Motivational Quotes


 Here is the best collection of Odia Motivational quotes for WhatsApp, Facebook, Instagram, WhatsApp status you can download and share.



❖❖❖{01}❖❖❖

ଉପଦେଶ ଦେବା ସରଳ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ .

❖❖❖{02}❖❖❖

ଉପକାରୀ ବ୍ୟକ୍ତିର ଉପକାର ଭୁଲିଗଲେ , 
ଲୋକ ପଶୁ ସହିତ ସମାନ ହୋଇଥାଏ .

❖❖❖{03}❖❖❖

ଉନ୍ନତିର ଦୁଇଟି ହସ୍ତ ଅଛି , ଡାହାଣ ହାତର ନାମ ଉଦ୍ୟମ 
ଓ ବାମ ହାତର ନାମ ସଂଯମ .

❖❖❖{04}❖❖❖

ଉପାସନା ସେତିକିବେଳେ ସଫଳ ହୁଏ ,
ଯେତେବେଳେ ଜଣ ଅହିଂସାଉପରେ ସିଦ୍ଧିଲାଭ କରେ .

❖❖❖{05}❖❖❖

ଉପଦେଶ ଦେବା ଯେତିକି ସହଜ , 
ଉପଦେଶ ଗ୍ରହଣ କରିବା ସେତିକି କଷ୍ଟ .

❖❖❖{06}❖❖❖

ଏ ଜୀବନ ହେଉଛି ପୁଷ୍ପ ଓ ତା’ର 
ମଧ୍ୟରେ ଭାରି ରହିଛି ବିବେକ ରୂପକ ମଧୁ .

❖❖❖{07}❖❖❖

ଏହା ଭୁଲି ଯାଅ ନାହିଁ ଯେ ,
 ଆଇନ ହେଉଛି ସତ୍ୟ ପାଇଁ ,ସତ୍ୟ ପାଇଁ ଆଇନ ନୁହେଁ .

❖❖❖{08}❖❖❖

ଏ ଜଗତରେ ଆଖିଥିବା ବହୁ ଲୋକ ଅନ୍ଧ , 
କାରଣ ସେମାନଙ୍କର ଅନ୍ତଦୃଷ୍ଟି ନାହିଁ .

❖❖❖{09}❖❖❖

ଏକୁଟିଆ ବସି ନିଜର ଅପରାଧ କଥା ଭାବିଲେ ଯେଉଁ ଶାସ୍ତିମିଳେ , 
ସେଭଳି କଠିନ ଶାସ୍ତି ଅନ୍ୟ କେହି ଦେଇପାରିବେ ନାହିଁ .

❖❖❖{10}❖❖❖

ଏକମାତ୍ର କୁହୁକ ହେଉଛି କଠିନ ପରିଶ୍ରମ , 
ଦୂରଦୁଷ୍ଟି , କର୍ତ୍ତବ୍ୟବୋଧ ଓ ଦୁଢ ସଂକଳ୍ପ .

❖❖❖{11}❖❖❖

ଏ ସୁନ୍ଦର ପ୍ରଥବୀରେ ମୁଁ ମରିବାକୁ ଚାହେଁ ନାହିଁ , 
ମଣିଷମାନଙ୍କ ମଧ୍ୟରେ ବଞ୍ଚୀ ରାହାଯିବାକୁ ଚାହେଁ .

❖❖❖{12}❖❖❖

ଏ ଜୀବନରେ ସୁକର୍ମ କଲେ ଆଗାମୀ 
ଜନ୍ମରେ ଉଚ୍ଚତର ଜୀବନ ମିଳେ .

❖❖❖{13}❖❖❖

ଏ ଜଗତରେ ସମସ୍ତେ ପର , 
ଈଶ୍ୱର ଏକମାତ୍ର ଆପଣାର .

❖❖❖{14}❖❖❖

ଏ ସାରା ସଂସାରରେ ଗୁରୁ କେବଳ ଜଗନ୍ନାଥ ଅଟନ୍ତି ,
 ଦିତୀୟ ଗୁରୁ କେହି ନାଁହାନ୍ତି .

❖❖❖{15}❖❖❖
ଏକାଗ୍ରତା ସହ କାମ କଲେ କୌଣସି କାମ କଲେ ବିଫଳତାରୁ ମଧ୍ୟ ସଫଳତା ପ୍ରାପ୍ତ ହୋଇଥାଏ .

❖❖❖{16}❖❖❖

କହି ନକରିବା ଅପେକ୍ଷା , ନକହି କରିଯିବାଟା ହିଁ ପ୍ରକୁତ ମନୁଷ୍ୟର କର୍ତ୍ତବ୍ୟ .

❖❖❖{17}❖❖❖

ଗୁଣ ଯାହା ପାଖରେ ଅଛି , ତାକୁ ବା ଆଦର କିଏ ନକରିବ .

❖❖❖{18}❖❖❖

କେବଳ ଅନ୍ନ ଯଂଗୁ ଈଶ୍ୱର ମନୁଷ୍ୟ କୁ ଜନ୍ମ ଦେଇଛି ,କାରଣ ଅନ୍ନ ହିଁ ପ୍ରାଣ .

❖❖❖{19}❖❖❖

କୌଣସି କାର୍ଯ୍ୟରେ ବିଫଳ ହେଲେ ହତାଶ ହୋଇପଡିବା କାପୁରୁଷତ୍ୱ ଲକ୍ଷଣ .

❖❖❖{20}❖❖❖

ଖୋସାମତ ଠାରୁ ବଳି କଦର୍ଯ୍ୟ ଗାଳି ଆଉ କିଛିନାହିଁ.

❖❖❖{21}❖❖❖

ଖୋସାମଦିଆଠାରୁ ବଡ ଶତ୍ରୁ କେହି ନାହିଁ .

❖❖❖{22}❖❖❖

ଖୋସାମତ ଏଭଳି ଗୋଟିଏ କଥା ଯାହା ଦାତା ଓ ଗ୍ରହୀତା ଉଭୟ ଭ୍ରଷ୍ଟ କରିଦିଏ .

❖❖❖{23}❖❖❖

ଘୋର ଦୁଖଃବେଳେ ଖୀ ଯଦି ମନୁଷ୍ୟକୁ ସାନ୍ତ୍ୱନା ଦେଇପାରିବ ତାହାହେଉଛି ଭଗବତ ବିଶ୍ୱାସ .

❖❖❖{24}❖❖❖

ଜଣେ କଠିନ ପରିଶ୍ରମ କରି ସଫଳତା ହାସଲ କଲାପରେ ,ଲୋକେ କହନ୍ତି ସେଇଟା ତାର ଭାଗ୍ୟ .

❖❖❖{25}❖❖❖

ଜଣେ ଯେତେ ତଳେ ପଡିଥାଉ ପଛକେ ସେ’ତ ମନୁଷ୍ୟ , ଏଣୁ ଆଦରର ଅଧିକାର .

❖❖❖{26}❖❖❖

ଚରିତ୍ର ଠାରେ ମାତ୍ର ନଷ୍ଟହେଲେ ତାହା ପୁନଃପ୍ରାପ୍ତ ହୁଏ ନାହିଁ , ମାତ୍ର ସଂଶୋଧିତ ହୋଇପାରେ .

❖❖❖{27}❖❖❖

ଜଣେ ତୁମର ନିନ୍ଦା କରୁଥିଲା ବେଳେ ନୀରବତା ହେଉଛି ତୁମର ଶ୍ରେଷ୍ଠ ବନ୍ଧୁ .

❖❖❖{28}❖❖❖

ଜଣେ ଯେତେ ଜ୍ଞାନୀ ହେଲେ ମଧ୍ୟ ଅନ୍ୟର ପରାମଶକୁ ସଂମ୍ମାନର ସହିତ ଶୁଣିବା ଉଚିତ .

❖❖❖{29}❖❖❖

ଜନ୍ମହେଲା ବେଳେ ସମସ୍ତେ ସମାନ , କେବଳ ସଦଗୁଣ ହିଁ ଲୋକକୁ କୁଳୀନ ବୋଲି ପରିଚୟ କରାଇ ଦିଏ .

❖❖❖{30}❖❖❖

ଜଣେ ଯଦି ଜଣକୁ ଜ୍ଞାତରେ ବା ଅଜ୍ଞାତରେ ହେଉ ଚିନ୍ତା କରେ , ତେବେ ଅପର ଜଣକ ତା ନିଚୟ ଅନୁଭବ କରିବ.

❖❖❖{31}❖❖❖

ଜଣେ ଯଦି ତୁମଠାରୁ ଭଲ ନ ହୋଇଥାଏ , ତା’ର ସହିତ ବନ୍ଧୁତା ବାନ୍ଧ ନାହିଁ .

❖❖❖{32}❖❖❖

ଜଣେ ଯଦି କାମ ନ କରିବ , ସେ ଖାଇବା ଉଚିତ ନୁହେଁ .

❖❖❖{33}❖❖❖

ଜଣେ ଯଦି ପ୍ରକୃତରେ ,ସିଏ ଦରିଦ୍ର ନୁହେଁ .

❖❖❖{34}❖❖❖

ଜନନୀ ଓ ଜନ୍ମଭୂମି ସର୍ଗଠୁ ବଡ .

❖❖❖{35}❖❖❖

ଜପ ,ତପ ଦ୍ୱାରା କର୍ମବନ୍ଧନ କଟିଯାଏ , କିନ୍ତୁ ପ୍ରେମଭକ୍ତି ବିନା ଭଗବାନଙ୍କୁ ପାଇବା କଷ୍ଟ .

❖❖❖{36}❖❖❖

ଜନ୍ମଦାତା , ଗୁରୁ , ଆଚାର୍ଯ୍ୟ ,ଅନ୍ନଦାତା ଓ ଉଭୟରୁ ରକ୍ଷା କରୁଥିବା ବ୍ୟକ୍ତିକୁ ପିତା କୁହାଯିବ .

❖❖❖{37}❖❖❖

ଜନନୀର ଦୁଷ୍ଟି ପୁତ୍ରର ପେଟ ଉପରେ ଥାଏ , ସ୍ତ୍ରୀ ଦୁଷ୍ଟି ପତିର ଧନ ଉପରେ ହିଁ ରହିଥାଏ .

❖❖❖{38}❖❖❖

ଜଳଭରା ପୁଷ୍କରିଣୀରେ ପଦ୍ମ ଫୁଟିଲା ଭଳି ଜ୍ଞାନଭରା ବ୍ୟକ୍ତି ମନରେ ଶାନ୍ତି ବିରାଜୁଥାଏ .

❖❖❖{39}❖❖❖

ଜଣେ ଯଦି କୌଣସି ଉଦ୍ୟମ କରୁନାହିଁ , ସେଥିରୁ ଜାଣିବାକୁ ହେବ ଯେ ତା’ର ମନଟି ନିଶ୍ଚୟ ଶୋଇଛି .

❖❖❖{40}❖❖❖

ଜଣେ ଯଦି କୌଣସି ସଦଗୁଣର ଅଧିକାରୀ ନ ହେଲା ତାହାର ମନୁଷ୍ୟ ଜନ୍ମଟ ବୃଥା ହୋଇଗଲା .

❖❖❖{41}❖❖❖

ଜାରା , ବ୍ୟାଧି ଓ ମୄତ୍ୟୁ ତୁମ ଜୀବନରେ ନିଶ୍ଚୟ ଆସିବ, ଏହାକୁ ସର୍ବଦା ସ୍ମରଣ ରଖ .

❖❖❖{42}❖❖❖

ଜାତି ଓ ମାତୃଭୂମିର ଉନ୍ନତି ବିନା ଦେଶର ଉନ୍ନତି ଅସମ୍ଭବ .

❖❖❖{43}❖❖❖

ଜାତି , ବର୍ଣ୍ଣ , ସଂପ୍ରଦାୟ ଶ୍ରେଣୀ ନିର୍ବିଶେଷରେ ସମସ୍ତେ ସମାନ .

❖❖❖{44}❖❖❖

ଯିବ ଯେତେ ଅଧିକ ଦିନ ବଞ୍ଚିବ , ତା’ର ଚିନ୍ତା ଓ ଜଞ୍ଜାଳସେତେ ଅଧିକ ମାତ୍ରାରେ ବଡ଼ିଯିବ .

❖❖❖{45}❖❖❖

ଜୀବନରେ ଶାନ୍ତି ପାଇବା ପାଇଁ ନିଜକୁ ସଦା ସର୍ବଦା ବିଭୁ ପ୍ରେମରେ ହଜାଇ ଦିଅ .

❖❖❖{46}❖❖❖

ଜୀବନଟାକୁ ଭଲ ଭାବରେ କଟାଇବା ହିଁ ହେଉଛି ପ୍ରକୃତ ସର୍ଗ ସୁଖ .

❖❖❖{47}❖❖❖

ଜୀବନର ମାପକାଠି ବର୍ଷ ମାସ , ଦିନ ନୁହେଁ , ପ୍ରକୃତରେ ମାପକାଠି ହେଉଛି ସତକାର୍ଯ୍ୟ .

❖❖❖{48}❖❖❖

ଅନ୍ୟମାନେ ଆମକୁ ଯେଉଁ ଦୁଷ୍ଟିରେ ଦେଖନ୍ତି ତାହାହିଁ ଆମର ପ୍ରକୃତ ପରିଚୟ.

❖❖❖{49}❖❖❖

ଅଜ୍ଞତା ହେଉଚି ଅନ୍ଧବିଶ୍ୱାସର ଜନନୀ.

❖❖❖{50}❖❖❖

ଅନ୍ୟମାଙ୍କର ଭଲକାମ ଦେଖି ପ୍ରଶଂସା କଲେ ,ଆମ ନିଜ ମନର ଉନ୍ନତି ହୁଏ.

❖❖❖{51}❖❖❖

ଅନ୍ୟର ଅନିଷ୍ଟ ଚିନ୍ତା କଲେ ନଜିର କ୍ଷତି ହୁଅ ,ସମୟ ସମୟରେ ପ୍ରାଣ ବି ଯାଇପାରେ.

❖❖❖{52}❖❖❖

ଅନ୍ୟର ଉପକାର କରି ଯଦି ଭୁଲି ପାରିଲ ,ତେବେ ତୁମ ମନରେ ଅହଂକାର ରହିବ ନାହିଁ .

❖❖❖{53}❖❖❖

ଅଯଥା ସନ୍ଦେହ  ବିଶ୍ୱାସଘାତକତାକୁ ନିମଂନ୍ତ୍ର କରି ଆଣେ .

❖❖❖{54}❖❖❖

ଅନ୍ୟକୁ ଯେ ହସିପାରେ ,ତା’ର ମନ ନିଶ୍ଚୟ ସୁସ୍ଥ .

❖❖❖{55}❖❖❖

ଅତୀତ ଗଲାଣି ,ଭବିଷ୍ୟ ଅନିଶ୍ଚିତ ,ତେଣୁ ଜୀବନଟା ହାଉଛି ବତ୍ତମାନ .

❖❖❖{56}❖❖❖

ଅନ୍ୟ ଲୋକକୁ ପ୍ରଶଂସା କରିବା ଦ୍ୱାରା ତୁମେ ମନକୁ ହିଁ ଉନ୍ନତି କରୁଛ .

❖❖❖{57}❖❖❖

ଅନ୍ୟର କଲ୍ୟାଣ କରିବାଠାରୁ ବଡ ଧର୍ମ କିଛି ନାହିଁ କି ଅନ୍ୟକୁ ପୀଡାଦବା ସମାନ ପାପ କିଛି ନାହିଁ .

❖❖❖{58}❖❖❖

ଅନୁତାପ କର, କିନ୍ତୁ ସ୍ମରଣ ରଖ ଯେପରି ପୁନର୍ବାର ଅନୁତପ୍ତ ହେବାକୁ ନପଡେ଼ .

❖❖❖{59}❖❖❖

ଅତ୍ୟଧିକ ମନ ମନୁଷ୍ୟକୁ ଅହଂକାର କୋଳକୁ ଟାଣିନିଏ .

❖❖❖{60}❖❖❖

ଅତି ଖରାପ ଲୋକଙ୍କ ଠାରୁ ମଧ୍ୟ ସମୟେ ସମୟେ ଖୁବ ମୂଲ୍ୟବାନ ବାଣୀ ଶୁଣିବାକୁ ମିଳିଥାଏ .

❖❖❖{61}❖❖❖

ଅନ୍ଧକାର ଯେପରି ସଂସାରକୁ ଲୁଚାଇ ଦେଇଥାଏ , କାମନା ସେହିପରି ସତ୍ୟକୁ ଲୁଚାଇ ଦିଏ .

❖❖❖{62}❖❖❖

ଅତି ସରଳ ଭାବରେ ଯେ କହି ପାରିଲା ସିଏ ହିଁ ସୁଵକ୍ତା .

❖❖❖{63}❖❖❖

ଅତ୍ୟାଚାରୀ ବିରୋଧରେ ବିଦ୍ରୋହ କରିବା ଭଗବାନଙ୍କ ଆଦେଶ ପାଳନ କରିବା ସଂଗେ ସମାନ.

❖❖❖{64}❖❖❖

ଅପରିଣାମଦର୍ଶିତାର ଫଳ ସର୍ବଦା ବିଷମ ହାଇଥାଏ .

❖❖❖{65}❖❖❖

ଆବଶ୍ୟକତା ହେଉଛି ସବୁଠାରୁ ବଡ ଶିକ୍ଷକ .

❖❖❖{66}❖❖❖

ଆମେ ଯାହାକୁ ଆନନ୍ଦରେ ଶିଖୁ ,ତାକୁ କେବେ ହେଲେ ଭୁଲି ପାରୁନାହିଁ .

❖❖❖{67}❖❖❖

ଆଶା, ଆକାଂକ୍ଷା  ହିଁ ମନୁଷ୍ୟର ପରମ ବନ୍ଧୁ .

❖❖❖{68}❖❖❖

ଆତ୍ମା ବିଶ୍ୱାସ ଦୂଢ ରହିଲେ ,ବିଜୟ ସୁନିଶ୍ଚିତ ହୋଇଥାଏ .

❖❖❖{69}❖❖❖

ଆନନ୍ଦରେ ଦାଇତ୍ୱ ବହନକଲେ ଦାଇତ୍ୱର ବୋଝ ହାଲୁକା ଜଣାପଡ଼େ .

❖❖❖{70}❖❖❖

ଆଳସ୍ୟ ଦରିଦ୍ରକୁ ସାଦରେ ନିମନ୍ତ୍ରଣ କରି ଆଣେ .

❖❖❖{71}❖❖❖

ଆମେ ଶାନ୍ତିରେ ରହିଲେ ପୋଡ଼ଶି ଶାନ୍ତିରେ ରହିପାରିବ .

❖❖❖{72}❖❖❖

ଆବଶ୍ୟକତା ଠାରୁ ଅଧିକ ପାଇବାକୁ ଆଶା କରିବା ଏକ ସାମାଜିକ ଅପରାଧ .

❖❖❖{73}❖❖❖

ଆଲୋକ ନଥିବା ଦୀପ ଓ ବୁଝି ହେଉନଥିବା ଲେଖା ଦୁଇଟି ଯାକ ସମାନ .

❖❖❖{74}❖❖❖

ଆମେ ଅନ୍ୟକୁ ଉପଦେଶ ଦେଉ ମାଠିଆ ମୁଁହରେ : କିନ୍ତୁ ନିଜେ ନେଉ କୁଟା ଅଗରେ .

❖❖❖{75}❖❖❖

ଆନ୍ତରିକତା ବିନା କେହି ବଡ ହୋଇନାହିଁ କି ମହତ କାର୍ଯ୍ୟ କରି ନାହିଁ .

❖❖❖{76}❖❖❖

ଆଳାପ ଆଲୋଚନା ବେଳେ ତୁମ ନୀରବତା ତଥା ନମ୍ରତା ହେଉଛି ତୁମର ଭୂଷଣ .

❖❖❖{77}❖❖❖

ଆଚରଣ ଶୁଦ୍ଧ ନହେଲେ ମୋକ୍ଷ ମିଳିବ ଅସମ୍ଭବ .

❖❖❖{78}❖❖❖

ଆଶା ଦୁଃଖକୁ ଡାକିଆଣେ .ଆଶା ପରିତ୍ୟାଗ କଲେ ,ସୁଖ ଶାନ୍ତି ମିଳେ .

❖❖❖{79}❖❖❖

ଆଦର୍ଶର ପ୍ରଚାର ନୁହେଁ ,କାର୍ଯ୍ୟ ହିଁ ଲୋକଙ୍କ ଉପରେ ପ୍ରଭାବ ପକାଏ .

❖❖❖{80}❖❖❖

ଆମକୁ ପାପ କାର୍ଯ୍ୟ କରିବାରେ ଯିଏ ବାଧା ଦିଏ ,ସେ ପ୍ରକୃତରେ ବନ୍ଧୁ .

❖❖❖{81}❖❖❖

ଈଶ୍ୱର ପ୍ରାପ୍ତିର ସବୁଠାରୁ ଫଳପ୍ରଦ ପନ୍ଥା ହେଉଛି ନିଷ୍କାମ ସେବା .

❖❖❖{82}❖❖❖

ଈଶ୍ୱର ରୂପକ ଦାନବ କେବଳ ବିଷରେ ହିଁ ତିଆରି .

❖❖❖{83}❖❖❖

ଈଶ୍ୱର ଭିତରେ ଯେଉଁ ବିଷ ଅଛି ,ତାହା ନିଜ ଶରୀରକୁ ହିଁ ବିଷାକ୍ତ କରିଦିଏ .

❖❖❖{84}❖❖❖

ଈଶ୍ୱର ଆଡକୁ ମନ ଗଲେ ଭାବର ଉଦୟ ହୁଏ.ଭାବ ଆସିଲେ ପ୍ରେମର ଉଦ୍ରେକ ହୁଏ .

❖❖❖{85}❖❖❖

ଈଶ୍ୱର ନିରାକାର ,ସର୍ଵଵ୍ୟାପୀ ଓ ସର୍ବ ଶକ୍ତିମାନ .

❖❖❖{86}❖❖❖

ଈଶ୍ୱର ସେହିମାନଙ୍କଉପରେ ସନ୍ତୁଷ୍ଟ ହୁଅନ୍ତି ,
ଯିଏ ଯିବ ଓ ମାନବ ପ୍ରତି ଦୟା ପ୍ରଦର୍ଶନ କରେ,
 ଅହିଂସା ଓ ସତ୍ୟ ଆଚରଣ କରେ .

❖❖❖{87}❖❖❖

ଈଶ୍ୱର ଯାହାକୁ ରକ୍ଷା କରନ୍ତି ,
 ପୃଥିବୀରେ କୌଣସି ଶକ୍ତି ତା’ର କିଛି କରିପରେ ନାହିଁ .

❖❖❖{88}❖❖❖

ଈଶ୍ୱର ଯାହାର ରକ୍ଷକ ତାର ଭକ୍ଷକ କିଏ ହେଇପାରେ .

❖❖❖{89}❖❖❖

ଈଶ୍ୱର ଉପାସନା ଦ୍ୱାରା ମନୁଷ୍ୟ ଅନୁଚିତ କର୍ମ ଓ ମନ୍ଦ କାର୍ଯ୍ୟ କରିବାକୁ ଦୁରେଇ ଯାଏ .

❖❖❖{90}❖❖❖

ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ ,କିନ୍ତୁ ନିଜ ଉଦ୍ୟମରେ ଟିକିଏ ହେଲେ ଅବହେଳା କରନାହିଁ . 

  ❖❖❖{91}❖❖❖
    
ଜୀବନର ସବୁଠାରୁ ବଳି କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନିବା .

❖❖❖{92}❖❖❖

ଜୀବନର ବହୁ ଦୁଃଖ , ଦୁର୍ଦଶା ସହିତ ଲଢ଼ିବାକୁ ପ୍ରଭୁ ଆମକୁ ଦୁଇଟି ଅସ୍ତ୍ର ଦେଇଛନ୍ତି – ଆଶା ଆଉ ନିଦ୍ରା .

❖❖❖{93}❖❖❖

ଜୀବନଟା ଖଣ୍ଡେ ପଥର ଭଳି , ତାକୁ କାଟି ଆମକୁ ସୁନ୍ଦର ମୂର୍ତି ଗଡିବାକୁ ହେବ .

❖❖❖{94}❖❖❖

ଜୀବନ ଯାକ ପଡ଼ିବାର ଅଭ୍ୟାସ ଯେ ରଖିଛି ,ତାକୁ ଧନୀ କହିବ .

❖❖❖{95}❖❖❖

ଜୀବନରେ ଯାହାର କୌଣସି ନିର୍ଦିଷ୍ଟ ଲକ୍ଷ୍ୟ ନାହିଁ ସେ ହେଉଛି ସମାଜର ସବୁଠାରୁ ବଳି ଦ୍ୱାରିଦ୍ର .

❖❖❖{96}❖❖❖

ଜୀବନକୁ ବିକଶିତ କରିବା ପାଇଁ ସେବା ହିଁ ମୂଳମନ୍ତ୍ର .

❖❖❖{97}❖❖❖

ଜୀବନର ଅସଲ ଶକ୍ତି ହଉଚି ବିଶ୍ୱାସ .

❖❖❖{98}❖❖❖

ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି , ତାହାର ନାମ ଆଳସ୍ୟ .

❖❖❖{99}❖❖❖

ଜୀବନର ଦୁଃଖ ଦେଖି ନଥିବା ଲୋକ ପ୍ରକୃତରେ ବଡ ଦୁଃଖୀ .

❖❖❖{100}❖❖❖

ଝଗଡା କରୁଥିବା ଶତ୍ରୁଠାରୁ , ବିଶ୍ୱାସଘାତୀ ମିତ୍ର ପ୍ରତି ଅଧିକ ସର୍ତକ ରୁହ .

❖❖❖{101}❖❖❖

ଟଙ୍କା ଅପବ୍ୟବହାର କରିବା କୌଣସି ସଦାଚାରୀ ବ୍ୟକ୍ତିର କାର୍ଯ୍ୟ ନୁହେଁ .

❖❖❖{102}❖❖❖

ଟିକିଏ ଟିକିଏ ଭଦ୍ରାମି ଜୀବନକୁ ମଧୁମୟ କରିଦିଏ .

❖❖❖{103}❖❖❖

ଠିକୀ ଭାବରେ ଉଦ୍ୟମ କର , ତୁମେ ପାଇବ , 
ବିଶ୍ୱାସ ରଖ ଏବଂ ପରିଶେଷରେ ତୁମର ବିଶ୍ୱାସ ପ୍ରମାଣିତ ହେବ .

❖❖❖{104}❖❖❖

ତରବାରୀ ଠାରୁ ଢାଲର ମହତ୍ୱ ଅଧିକ , 
କାରଣ ତରବାରୀ ଅନ୍ୟକୁ ଆଘାତ କରେ କିନ୍ତୁ ଢାଲ ରକ୍ଷା କରେ .

❖❖❖{105}❖❖❖

ତମ ଆସିବା ବାଟାରେ ଯେ କଣ୍ଟା ପକାନ୍ତି , ତୁମେ ତାଙ୍କ ଆସିବା ବାଟରେ ଫୁଲ ପକାଅ .

❖❖❖{106}❖❖❖

ତାଲା ପୋଡିଥିବା “ସନ୍ତୋଷ “ର ଘରକୁ ଧର୍ଯ୍ୟ ଚାବିକାଠି ସାହାଯ୍ୟରେ ଖୋଲାଯାଇପାରିବ .

❖❖❖{107}❖❖❖

ତୁମେ ଯଦି ଅଳ୍ପ କଥା କହିଲ ତୁମ ପ୍ରାଥନା ସର୍ବୋକୃଷ୍ଟ ହେବ .

❖❖❖{108}❖❖❖

ତୁମେ ଯଦି ଶାନ୍ତି ଲାଭ କରୁଛ , ତେବେ ତୁମ ଜୀବନରେ ନିଶ୍ଚୟ ଅଗ୍ରଗତି ହେଉଛି .

❖❖❖{109}❖❖❖

ତୁମେ ଯଦି ଅନ୍ୟର ସଦଗୁଣ ଚିହ୍ନିପାରି ନାହିଁ , ତୁମେ ତୁମ ସଦଗୁଣର କିଛି ମୂଲ୍ୟ ନାହିଁ .

❖❖❖{110}❖❖❖

ତୁମର ଯେତେ ଇଛା ହେଉଛି ସେତେ ଗାଳି ଦିଅ , ତା ଫଳରେ ମୋର କ୍ଷତି ନ ହୋଇ ବରଂ ଉପକାର ହବ .

❖❖❖{111}❖❖❖

ତୁମର ସୁନାମ ଏ ସଂସାରରେ ତୁମର ପ୍ରକୃତ ସମ୍ପଦ .

❖❖❖{112}❖❖❖

ତୁମେ ଯଦି ଜଣକୁ ଚିହ୍ନିଲ , ତେବେ ତାକୁ ଭଲ କରି ଚିହ୍ନ .

❖❖❖{113}❖❖❖

ତୁମ କାର୍ଯ୍ୟର ମୂଲ୍ୟ ଅନ୍ୟ କିଏ ଦେଇଦେବ , ଏ ଭଳି ଆଶା ରଖ ନାହିଁ .

❖❖❖{114}❖❖❖

ତୁମର ଯିଏ ପ୍ରକୁତ ବନ୍ଧୁ ତାକୁ ଖୋସାମତ କରନାହିଁ .

❖❖❖{115}❖❖❖

ତୁମ ପ୍ରତି ଜଣେ ଅନ୍ୟାୟ ଆଚରଣ କଲେ ସାହିଯାଏ , ଦେଖିବ ଯିଏ ଅନ୍ୟାୟ କରିଛି ,ସିଏ ହିଁ ଅସୁଖୀ ହବ .

❖❖❖{116}❖❖❖

ତୁମେ ଯଦି ଭଗବାନଙ୍କୁ ଭୟ କରି ଶିଖିଲ ,ତେବେ ଆଉ କାହାକୁ ଭୟ କରିବା ଦରକାର ନାହିଁ .

❖❖❖{117}❖❖❖

ତୁମ କଷ୍ଟର କାରଣ ଯାହା ବି ହେଉନା କାହିଁକି , କିନ୍ତୁ ଅନ୍ୟକୁ ଦୁଃଖୀ କରନାହିଁ .

❖❖❖{118}❖❖❖

ଥରେ ଖ୍ୟାତି ଅର୍ଜନ କରିଗଲେ ତାକୁ ଜୀବନ ତମାମ ଧରି ରଖିବା ଭାରି କଷ୍ଟ.

❖❖❖{119}❖❖❖

ଥରେ ମାତ୍ର ନିଜର ବିବେକ ପ୍ରତି ଦୁଷ୍ଟି ଫେରାଅ 
,ଦେଖିବା ସବୁ ବିଷୟ କିପରି ଆପେଆପେ ବୁଝି ହୋଇଯାଉଛି .

❖❖❖{120}❖❖❖

ଥରେ ପାଦ ଖସିଗଲେ କେଉଁଠି ଯାଇ ପଡିବ , ତାହା କିଏ କହିବ.



Disclaimer
Copyright © 2022 akshayasahoo99.blogspot.com. All rights reserved.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!