Odia Quotes


 Here is the best collection of Odia quotes for WhatsApp, Facebook, Instagram, WhatsApp status you can download and share.



✤✤✤{01}✤✤✤

ଜୀବନର ସବୁଠାରୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନି ପାରିବା.

✤✤✤{02}✤✤✤

ନିରନ୍ତର ଚେଷ୍ଟା ଏବଂ ନିଜ ଉପରେ ଭରଷା ରଖୁଥିବା ବ୍ୟକ୍ତି, କେବେବି ଅସଫଳ ହୁଏନାହିଁ .

✤✤✤{03}✤✤✤

ଆଜି ଯାଏ ଯାହା ଉପରେ ଦୁନିଆ ହସେ ସେହିମାନେ ହିଁ ଇତିହାସ ତିଆରି କରିଛନ୍ତି.

✤✤✤{04}✤✤✤

କାହା ପ୍ରତି ଇର୍ଷା,ଦ୍ୱେଷ ଏବଂ ପ୍ରତିଶୋଧ ଭାବ ରଖନ୍ତୁ ନାହିଁ . ଭଗବାନ ସ୍ୱୟଂ ତୁମକୁ ରକ୍ଷା କରିବେ.

✤✤✤{05}✤✤✤

ସ୍ୱାର୍ଥପର ଦୁନିଆରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି . କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି.

✤✤✤{06}✤✤✤

ପ୍ରତେକ ଧର୍ମ କୁ ସମ୍ମାନ କର, ପ୍ରତ୍ୟୋକଟି ସେହି ଇଶ୍ୱରଙ୍କ ପାଖ କୁ ନେଇଯିବାର ମାର୍ଗ .

✤✤✤{07}✤✤✤

ସହଜ ହବା ପୂର୍ବରୁ ସବୁଜିନିଷ କଠିନ ହିଁ ହାଇଥାଏ.

✤✤✤{08}✤✤✤

ଉପଯୁକ୍ତ ସମୟରେ ଯିଏ ଭଲକଥା କୁହେନାହିଁ ସେଏ ମୁକ ସହିତ ସମାନ.

✤✤✤{09}✤✤✤

ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତାମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ .

✤✤✤{10}✤✤✤

ପ୍ରେମ ସେତିକି କର ଯେତିକି ଭୁଲି ପାରିବ .

✤✤✤{11}✤✤✤

ଭଗବାନଙ୍କ ଉପରେ ଭରଷା ରଖ ନାହିଁ, 
ଏମିତି ବି ହୋଇପାରେ ଭଗବାନ ତୁମ ଭରଷାରେ ଥିବେ.

✤✤✤{12}✤✤✤

ଦୁଃଖ ଓ ମଣିଷ ଜନ୍ମରୁ ଯାଆଁଳା ଭାଇ.
ମୋର ସହିବାର ଆଦତ ହୋଇଯାଇଛି.

✤✤✤{13}✤✤✤

ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳେଇବାକୁ ହେଲେ କାହାକୁ ଜୀବନ ମିଳେନି ସମୟ ବଦଳେଇବାକୁ.

✤✤✤{14}✤✤✤

ସଫଳତା ପାଇବାକୁ ହେଲେ ଏକା ଆଗକୁ ବଢିବାକୁ ହୁଏ, ସଫଳତା ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ.

✤✤✤{15}✤✤✤

ପରିଶ୍ରମି ଲୋକର ନିଦ୍ରା ପ୍ରକୁତରେ ଅତି ମଧୁର ବା ସୁଖପ୍ରଦ.

✤✤✤{16}✤✤✤

ଜୀବନରେ ସେହି ବ୍ୟକ୍ତି ମାନେ ଅସଫଳ ହୁଅନ୍ତି ଯେଉଁମାନେ କେବଳ ଚିନ୍ତା କରନ୍ତି ହେଲେ କର୍ମ କରନ୍ତି ନାହିଁ .

✤✤✤{17}✤✤✤

ଲୋକ କଣ କହିବେ ଏହି ବାକ୍ୟଟି ପାଇଁ ବହୁତ ସ୍ବପ୍ନ ଭାଙ୍ଗିଯାଏ.

✤✤✤{18}✤✤✤

ସାମାନ୍ୟ ସାମାନ୍ୟ ଭଦ୍ରତା ଜୀବନକୁ ମଧୁମୟ କରିଦିଏ.

✤✤✤{19}✤✤✤

ସାଧୁତାକୁ ପ୍ରଥମେ ଅନେକ ଲୋକ ହିଂସା କରନ୍ତି ଏବଂ ଶତ୍ରୁତା ମଧ୍ୟ କରନ୍ତି, କିନ୍ତୁ ଶେଷରେ ସାଧୁତାର ହିଁ ଜୟ ହୁଏ.

✤✤✤{20}✤✤✤

ସାହସର ସହିତ କର୍ତ୍ତବ୍ୟ ସଂପାଦନ କରିଯାଅ, ତାହାହିଁ , ହେଉଛି ପ୍ରକୁତ ବୀରତ୍ୱ .

✤✤✤{21}✤✤✤

ସାପର ବିଷ ତାର ଦାନ୍ତରେ ଥାଏ, ମାଛିର ବିଷ ତାର ମସ୍ତକରେ ଥାଏ,
 ବିଛାର ବିଷ ଲାଙ୍ଗୁଡ଼ରେ ଥାଏ, କିନ୍ତୁ ଦୁର୍ଜ୍ଜନ ବିଷ ତା ସର୍ବାଙ୍ଗରେ ଥାଏ .

✤✤✤{22}✤✤✤

ସାଧନା ଶିଷ୍ୟର ସିଦ୍ଧି ହେଲେ, ଗୁରୁଦେବଙ୍କର ଯେଭଳି ଆନନ୍ଦ ହୁଏ, ଅନ୍ୟ କାଉଁଥିରେ ନୁହେଁ .

✤✤✤{23}✤✤✤

ସତ୍ୟ, ଶାନ୍ତି, ଦୟା , କ୍ଷମା , ଧର୍ମ ଆଚରଣ, ସଦାଚାର, ଆଦି ଗୁଣରେ ଆତ୍ମା ଭୂଷିତ କରେ.

✤✤✤{24}✤✤✤


ସର୍ବଦା ଅହିଂସା ଆଚରଣ କର, କାରଣ ଅହିଂସା ପରମ ଧର୍ମ , ପରମ ତପ, ପରମ ଜ୍ଞାନ ଓ ଅହିଂସା ପରମ ପଦ ଅଟେ .

✤✤✤{25}✤✤✤

ସମସ୍ତ ଧର୍ମ ଛାଡି ଭଗବାନଙ୍କ ଶରଣ ନିଅ, ସେ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବେ .

✤✤✤{26}✤✤✤

ସର୍ବଦା ସର୍ତ ପଥରେ ଅର୍ଥ ବ୍ୟୟ କର, ଜଗତର ମଙ୍ଗଳ ତଥା ଧର୍ମ ଉନ୍ନତି ପାଇଁ ଚେଷ୍ଟା କର.

✤✤✤{27}✤✤✤

ସତ୍ୟ ହେଉଛି ଏକା କଣ୍ଟକିତ ବାଟ7, ଏହି ବାଟରେ ଗଲେ ଲହୁଲୁହାଣ ହେବାକୁ ପଡିପାରେ, କିନ୍ତୁ ଏହା ହେଉଛି ସିଧା ବାଟ .

✤✤✤{28}✤✤✤

ସବୁବେଳେ ସନ୍ଦେହ କରିବାଟା ଧୀରେ ଧୀରେ ଆତ୍ମହତ୍ୟା କରିବା ସଂଗେ ସମାନ .

✤✤✤{29}✤✤✤

ସମସ୍ତେ ଅନ୍ୟ ମୁଖରୁ ନିଜର ପ୍ରଶଂସା ଶୁଣିବାକୁ ଇଛା କରିଥାନ୍ତି, 
ତେଣୁ ତୁମର ନିନ୍ଦା ଓ ଅପମାନ ହେଲାଭଳି କୌଣସି କାର୍ଯ୍ୟ କରନାହିଁ .

✤✤✤{30}✤✤✤

ସବୁଠାରୁ ବଡ ଅଜ୍ଞାତ ହେଲା ଗୋଟାଏ ବିଷୟରେ ଖୁବ ଜାଣିଛ ବୋଲି ଗର୍ବ ଅନୁଭବ କରିବା .

✤✤✤{31}✤✤✤

ସଂଦେହୀ ଲୋକ ମନ ଦୋଷୀ ଲୋକର ମନଠାରୁ ବେଶୀ କଳୁଷିତ .

✤✤✤{32}✤✤✤

ସମ୍ମାନ ଓ ଇଜ୍ଜତ ମନକୁ ମନ ଆସେ ନାହିଁ, ନିଜର ଆଚରଣ ଅଭ୍ୟାସରେ ମିଳେ .

✤✤✤{33}✤✤✤

ସବୁଠାରୁ ଅଳ୍ପରେ ଯିଏ ସନ୍ତୁଷ୍ଟ ହାଇପାରିଲା , ସେହିଁ ସଂସାରରେ ଶ୍ରେଷ୍ଠ ଧନୀ, କାରଣ ସନ୍ତୋଷ ହିଁ ପ୍ରକୁତ ସମ୍ପଦ .

✤✤✤{34}✤✤✤

ସୁହାନୁଭୁତି ପୂର୍ଣ୍ଣ ସାହାଯ୍ୟ କିମ୍ବା ଉପକାର ଯେତେ ଅଳ୍ପ ହେଲେ ମଧ୍ୟ କେବେହେଲେ ବ୍ୟର୍ଥ ହୁଏ ନାହିଁ .

✤✤✤{35}✤✤✤

ସବୁଠାରୁ ମଜ଼ା କଥା ହେଉଛି, ଯୁବକମାନେ ଭାବନ୍ତି ବୃଦ୍ଧମାନଙ୍କର ବୃଦ୍ଧି ନାହିଁ ଓ ବୃଦ୍ଧମାନେ ଭାବନ୍ତି ଯୁବକମାନଙ୍କର ବୃଦ୍ଧି ବୃତ୍ତି ହୋଇନାହିଁ .

✤✤✤{36}✤✤✤

ସତ୍ୟ ଓ ନ୍ୟାୟ ପ୍ରତି ଯାହାର ସମ୍ମାନ ଅଛି କେବଳ ସେଇମାନେ କାର୍ଯ୍ୟ ହିଁ ସବୁଦିନ ପାଇଁ ସୁବାସ ବିତରଣ କରିଥାଏ .

✤✤✤{37}✤✤✤

ସତ୍ୟ ପ୍ରତି ଯାହାର ଶ୍ରଦ୍ଧା ରହିଛି , ଏ ସଂସାରରେ ପ୍ରକୁତରେ ସିଏ ହିଁ ମୁକ୍ତ ମାନବ .

✤✤✤{38}✤✤✤

ସବୁ ସମସ୍ୟାର ମୂଳ କାରଣ ହେଉଛି ଆମେ ଧର୍ମ ଓ ଧାର୍ମିକ ବିଶ୍ୱାସ ଠାରୁ ଦୁରେଇ ଯାଇଛୁ .

✤✤✤{39}✤✤✤

ସତ୍ୟ ଓ ଆଲୋକ ଦୁଇଟି ଯାକ ସମାନ, ଦୁହିଁଙ୍କର ପଥ ଗୋଟିଏ ସରଳରେଖାରେ ହିଁ ଗତି କରନ୍ତି .

✤✤✤{40}✤✤✤

ସମସ୍ତଙ୍କୁ ଅବିଶ୍ୱାସ କରିବାଟା କେବେହେଲେ ବୃଦ୍ଧିମାନର କାମ ନୁହଁ ବରଂ ତାକୁ ନିର୍ବୋଧତା କୁହାଯିବ .

✤✤✤{41}✤✤✤

ସବୁ ବିଫଳତାର ମୂଳ ହେଉଛି ଧର୍ଯ୍ୟହୀନତା .

✤✤✤{42}✤✤✤

ସନ୍ତୋଷ ଚାବିର ଅନ୍ୟନାମ ଧର୍ଯ୍ୟ .

✤✤✤{43}✤✤✤

ସବୁଠାରୁ ଜ୍ଞାନୀ ଓ ସବୁଠାରୁ ନିର୍ବୋଧ ଏ ଦୁଇଜଣ ନିଜ ନିଜ ମତ ବଦଳାନ୍ତି ନାହିଁ .

✤✤✤{44}✤✤✤

ସବୁ ସଦ୍ଗୁଣର ମଜଭୁତ ମୂଳଦୁଆ ହେଲା ନମ୍ରତା .

✤✤✤{45}✤✤✤

ସମୟ ନଷ୍ଟ ନକରିବା ଠାରୁ ବଳି ଅପବ୍ୟୟ ସଂସାରରେ ଆଉ କିଛି ସତକାର୍ଯ୍ୟ
 କରିବା ପାଇଁ କୌଣସି ନିଦିଷ୍ଟ ଦିନ ନାହିଁ, ପ୍ରତେକ ଦିନଟି ସେଥିପାଇଁ ଉଦିଷ୍ଟ .

✤✤✤{46}✤✤✤

ସତ ଚିନ୍ତାରୁ ଯେଉଁ ଜ୍ଞାନ ଲାଭ ହୁଏ, ତାହାକୁ ସାଇତି ରଖିବା ବୁଦ୍ଧିମାନର କାମ .

✤✤✤{47}✤✤✤

ସବୁଠାରୁ ବଡ ଆନନ୍ଦ ହେଉଛି ଅନ୍ୟକୁ ଆନନ୍ଦ ଦେବା .

✤✤✤{48}✤✤✤

ସହନଶୀଳ ବ୍ୟକ୍ତିର କେବେହେଲେ ପରାଜୟ ନୁହଁ .

✤✤✤{49}✤✤✤

ସବୁଠାରୁ ଭଲକାମ କରିବାକୁ ଯାଉଥିବା ବେଳେ ଧୀରେ ପଦକ୍ଷେପ ନେବା ଉଚିତି .

✤✤✤{50}✤✤✤

ଲୋକେ ତୁମକୁ ଭଲ କୁହନ୍ତୁ ବୋଲି ଯେତେ ଇଛା କରୁଛ, ତେବେ ନିଜେ ନିଜର ପ୍ରଶଂସା କରନାହିଁ .

✤✤✤{51}✤✤✤

ଶବକୁ ଯେମିତି ଚିତା ଖାଇଯାଏ, ଲୋକକୁ ସେମିତି ଇର୍ଷା ଖାଇଯାଏ .

✤✤✤{52}✤✤✤

ଶରୀରକୁ ସୁସ୍ଥ ରଖିବା ପାଇଁ ଯେମିତି ଖାଦ୍ୟ ଲୋଡ଼ା, ମନକୁ ସୁସ୍ଥ ରଖିବା ପାଇଁ ଅଧୟନ ସେତିକି ଲୋଡ଼ା .

✤✤✤{53}✤✤✤

ଲୋକଙ୍କ ଠାରେ ଶକ୍ତିର ଅଭାବ ନାହିଁ, ପ୍ରକୃତରେ ଇଚ୍ଛାର ଅଭାବ .

✤✤✤{54}✤✤✤

ଲୋକର ସବୁଠାରୁ ବଡ ଦୁର୍ବଳତା ହଉଚି ଯେ ସେ ନିଜ କୁ ଖୁବ ବିଜ୍ଞ ବୋଲି ଭାବିବା .

✤✤✤{55}✤✤✤

ଲୋଭ ରୂପକ ଛୁରୀ ଧାର ଏତେ ତୀକ୍ଷଣ ଯେ ମନୁଷ୍ୟକୁ ସେ ଟିକି ଟିକି କରିଦେଇ ପାରେ .

✤✤✤{56}✤✤✤

ଲୋକ ମୋତେ ଭଲ ପାଉନାହାନ୍ତି ବୋଲି ବିଚାରିବା ଠାରୁ ବଳି ଦୁଃଖ ଆଉ ନାହିଁ .

✤✤✤{57}✤✤✤

ଲେଖନୀ ଓ ତରବାରୀ ଉଭୟ ଶକ୍ତିଶାଳୀ, କିନ୍ତୁ ଶେଷରେ ଲେଖନୀରେ ହିଁ ଜୟ ହୁଏ .

✤✤✤{58}✤✤✤

ଲଜ୍ୟା ସବୁବେଳେ ବିବେକକୁ ଠିକ ବାଟରେ ରଖିବାକୁ ସମର୍ଥ କରାଇଥାଏ .

✤✤✤{59}✤✤✤

ଲେଖକ ହାତରେ ଶାଣିତ ତରବାରୀ ନଥାଏ , କିନ୍ତୁ ତାର ଲେଖନୀ ଯେ କୌଣସି ତରବାରୀ ଠାରୁ ତୀକ୍ଷଣ .

✤✤✤{60}✤✤✤

ଲୋଭି ମଣିଷ ପାଇଁ ଭଗବାନଙ୍କ ଶାସ୍ତି ହେଉଛି ଯେ, ସେ ନିଜର ସମ୍ପତ୍ତିକୁ ମଧ୍ୟ ଭୋଗ କରିପାରେନାହିଁ .

✤✤✤{61}✤✤✤

ଲୋକ ନୁହଁ ନୀତି ନେଇ ରାଜନୀତି ଚାଲିବ ଉଚିତ .

✤✤✤{62}✤✤✤

ଲୋଭର ଧାର ଏତେ ତୀକ୍ଷଣ ଯେ ସେ ମନୁଷ୍ୟକୁ ଯେକୌଣସି ସମୟରେ ଟିକି ଟିକି କରି କାଟିଦେଇପାରେ .

✤✤✤{63}✤✤✤

ଶତ୍ରୁକୁ କ୍ଷମା ଦେବା ଭିତରେ ଯେଉଁ ଆନନ୍ଦ ଅଛି, ତାହାର ମହତ କ୍ଷୁଦ୍ରମନା ଲୋକ ବୁଝିପାରିବ ନାହିଁ .

✤✤✤{64}✤✤✤

ଯେଉଁ ଲୋକ ନିଜ ଉଦେଶ୍ୟରେ ଅଟଳ ରହିଲା , ବିଜୟ ଆସି ତା ଦୁଆର ମୁଂହରେ ନିଶ୍ଚୟ ପଂହଁଚିବା .

✤✤✤{65}✤✤✤

ଧନରୁ ଦାନ ଦେବାର କିଛି ହେଲେ ମହତ୍ତ୍ୱ ନାହିଁ .

✤✤✤{66}✤✤✤

ଯେଉଁ ରାଜ୍ୟରେ କୌଣସି ପ୍ରକାର ଭୟ ନଥାଏ, ସେହି ରାଜ୍ୟରେ ହିଁ ଶାନ୍ତି ବିରାଜି ଥାଏ .

✤✤✤{67}✤✤✤

ଯେଉଁ ଲୋକ ଜୀବନରେ ଦୁଃଖ କଷ୍ଟ ଭୋଗିନାହିଁ ସେ କଦାପି ମସୟା ସମାଜ କୁ ଚିହ୍ନ୍ନି ନାହିଁ .

✤✤✤{68}✤✤✤

ଯେଉଁ ଲୋକ ପଦେ କଥା କହିଦେଲେ ଅନ୍ୟମାନେ ଖୁବ ହସନ୍ତି, ସେ ଲୋକ ସାଙ୍ଗରେ ସମୟ କାଟିବା ନିର୍ଣ୍ଣୟ ସୌଭାଗ୍ୟର କଥା.

✤✤✤{69}✤✤✤

ଯେଉଁ ଲୋକ କେବେ କିଛି ଉଦ୍ୟମ କରେ ନାହିଁ -ସେଇ କେବଳ ବିଫଳତା ଦୋଷରୁ ମୁକ୍ତ .

✤✤✤{70}✤✤✤

ଯେଉଁମାନଙ୍କର ଯୁକ୍ତି ଦୁର୍ବଳ, ସେହିମାନେ ହିଁ ଆଲୋଚନା ବେଳେ ରାଗିଯାଇ ବଡ ପାଟିକରିଥାନ୍ତି .

✤✤✤{71}✤✤✤

ଯେଉଁ ଲୋକ କୌଣସି ପ୍ରତିଦାନର ଆଶା ନ ରଖି କାମ କରଯାଏ ଶେଷରେ ତାକୁ ପ୍ରସଂଶା ଓ ପୁରସ୍କାର ଉଭୟ ମିଳିଥାଏ .

✤✤✤{72}✤✤✤

ଯେଉଁ ଲୋକ ଆଦୌ ବିପଦରେ ପଡ଼ିନାହିଁ, ତା ଭିତରେ ଯେ ସାହସ ଅଛି ,ତାର କିଛି ପ୍ରମାଣ ନାହିଁ .

✤✤✤{73}✤✤✤

ଯେଉଁ ଲୋକ ଦାଇତ୍ୱ ତୁଲାଇବା ଜାଣିନାହିଁ, ବା ଦାଇତ୍ୱ କଣ ବୁଝି ନାହିଁ, ସେ କେବେହେଲେ ନେତୃତ୍ୱ ନେଇପାରିବ ନାହିଁ .

✤✤✤{74}✤✤✤

ଯେଉଁ ଲୋକ ସାହସୀ ଭାଗ୍ୟ ତା’ ରି ପାଇଁ ହିଁ ଅପେକ୍ଷା କରିଥାଏ .

✤✤✤{75}✤✤✤

ଯେଉଁ ଲୋକ ଦାନ କରି ନାହିଁ ସେ ଜୀବନରେ ପ୍ରକୃତ ସୌନ୍ଦର୍ଯ୍ୟ ଅନୁଭବ କରି ନାହିଁ .

✤✤✤{76}✤✤✤

ଯେଉଁଠାରେ ଦୁଃଖର ରାଜୁତି, ଆଶ୍ଚର୍ଯ୍ୟର କଥା ସେଇଠାରେ ହିଁ ମହତ ଲୋକର ଜନ୍ମ ହୋଇଛି .

✤✤✤{77}✤✤✤

ଯେଉଁମାନେ ଯୁକ୍ତି କରି ଜାଣନ୍ତି ନାହିଁ, ସେହିମାନେ ହିଁ କଥାବତ୍ତା ବେଳେ କଲି କରନ୍ତି .

✤✤✤{78}✤✤✤

ଯେ ନିଜର କତ୍ତବ୍ୟ ସୁଚାରୁ ରୂପେ କରି ନେଉଥାଏ ସୁଖ ବରାବର ତା’ ସାଥି ହୋଇ ରହିଥାଏ .

✤✤✤{79}✤✤✤

ଯେଉଁ ଲୋକ ସବୁବେଳେ ନିରାଶ ବାଣୀ ଶୁଣାଏ, ତା’ ଠାରୁ ବଳି ହତଭାଗ୍ୟ ଆଉ କେହି ନାହିଁ .

✤✤✤{80}✤✤✤

ଯେଉଁମାନେ ସବୁ କଥାରେ ଅସନ୍ତୋଷ ପ୍ରକାଶ କରନ୍ତି, ସେଇମାନେ ହିଁ ସାଧାରଣତଃ ଅଳସୁଆ .

✤✤✤{81}✤✤✤

ଯେଉଁ ଲୋକ ଦୁଃଖ କଷ୍ଟ ନ ସହିଛି, ତା ‘ ହୁଦୟରେ ଶକ୍ତିର ସଂଚାର ହେଇନାହିଁ .

✤✤✤{82}✤✤✤

ଯେଉଁ ଲୋକ କେବେ ରାଗେ ନାହିଁ, ସେ ଅନ୍ୟକୁ ଆଦେଶ ଦେବାର ଅଧିକାର ହୋଇଥାଏ .

✤✤✤{83}✤✤✤

ଯେଉଁ ଲୋକ ଘରଟିକୁ ଶୁଙ୍ଖଳିତ ଭାବରେ ଚଳେଇ ପାରିଛି, ସେ ଲୋକ ହିଁ ରାଜ୍ୟକୁ ଚଳାଇବା ପାଇଁ ସମର୍ଥ .

✤✤✤{84}✤✤✤

ଯେଉଁ ଲୋକ ସାହସ କରି ଭଲ କାମ କରିବାକୁ ଆଗେଇ ଯାଉଛି, ତାକୁ ସମସ୍ତେ ପଥ ଛାଡ଼ିଦେବା ଉଚିତ .

✤✤✤{85}✤✤✤

ଯେଉଁ ଲୋକ ନିଜର ସଦ୍ଗୁଣ ବିଷୟରେ ଖୁବ କମ ସଚେତନ, ସେହି ଲୋକ ହିଁ ଅନ୍ୟମାନଂକର ପ୍ରିୟପାତ୍ର ହୋଇଯାଏ .

✤✤✤{86}✤✤✤

ଯେତେ ଉଦ୍ୟମ କଲେ ମଧ୍ୟ ଗୋଟିଏ କଥାକୁ ସବୁଦିନ ପାଇଁ ଅତି ଗୋପନୀୟ ଭାବେ ରଖି ହେବନାହିଁ .

✤✤✤{87}✤✤✤

ଯେଉଁ ଲୋକର ଦକ୍ଷତା ଅଛି ସେ ଅଳିଆକୁ ମଧ୍ୟ ସୁନାରେ ପରିଣତ କରିଦେଇଥାଏ .

✤✤✤{88}✤✤✤

ଯେଉଁମାନେ ପ୍ରଥମେ କାମ କରିଦେଇ ପାରେ ଭାବନ୍ତି, ସେମାନେ ଭବିଷ୍ୟତରେ ଅନୁତାପ ହିଁ ଲେଖାଥାଏ .

✤✤✤{89}✤✤✤

ଯେଉଁ ଲୋକ ପ୍ରକୃତରେ ସାହସୀ, ତା ‘ମନରେ ଇଷାର କେବେ ସ୍ଥାନ ରହି ନପାରେ .

✤✤✤{90}✤✤✤

ଯେଉଁ ଲୋକର ସତ କହିବାର ସାହସ ନାହିଁ, ସେ କ୍ରମେ ଜଣେ ତୋଷାମତକାରୀ ପାଲଟିଯାଏ .

✤✤✤{91}✤✤✤

ଯେଉଁ ଲୋକ ଲାଳସା କବଳରେ ପଡିଛି, ତାଠାରୁ ବଳି କ୍ରୀତଦାସ ଆଉକେହି ନାହିଁ .

✤✤✤{92}✤✤✤

ଯେଉଁ ଲୋକ ନିଜକୁ ଦୁଖୀ ବୋଲି ବରାବର ବିଚାରିଥାଏ, ତାଠାରୁ ବଳି ଦୁଖୀ ଏ ସଂସାରରେ ଆଉ କେହି ନାହିଁ .

✤✤✤{93}✤✤✤

ଯେଉଁମାନଙ୍କର ହୁଦୟ ବିଶାଳ, ସେହିମାନେ ହିଁ ସହନଶୀଳ କଥାର ପ୍ରକୃତ ମର୍ମ ବୁଝିପାରିବେ .

✤✤✤{94}✤✤✤

ଯେଉଁଦିନ ତୁମେ ଥରେ ହେଲେ ହସିନାହିଁ, ସେ ଦିନଟି ତୁମର ନିଶ୍ଚୟ ବୃଥା ହେଇଯାଇଛ ବୋଲି ଜାଣ .

✤✤✤{95}✤✤✤

ଯେଉଁଠାରେ ସହାନୁଭୂତି ନାହିଁ, ସେଠାରେ ସମ୍ନାନ ସ୍ଥାନ ରହିନପାରେ .

✤✤✤{96}✤✤✤

ଯେଉଁମାନେ ଅଳ୍ପ କୁହନ୍ତି, ସେମାନଙ୍କ କଥାରେ ବାସ୍ତବିକ ମୋହିନୀ ଶକ୍ତିଥାଏ .

✤✤✤{97}✤✤✤

ଯେଉଁ ଲୋକ ନିଜ ବନ୍ଧୁଙ୍କୁ ଠକୁଚି, ସିଏ ଜାଣ ଭଗବାନଙ୍କୁ ମଧ୍ୟ ଠକୁଚି .

✤✤✤{98}✤✤✤

ଯେଉଁମାନେ ଅନ୍ୟମାନଙ୍କର ଆଦର୍ଶ ସେହିମାନେ ହିଁ ପ୍ରକୃତ ଅର୍ଥରେ ଏ ସଂସାରର ପ୍ରଭୁ .

✤✤✤{99}✤✤✤

ଯେଉଁ ଆନନ୍ଦରେ ଆଶାର ପରିସମାପ୍ତି ନହୁଏ, ସେହି ଆନନ୍ଦ ହିଁ ସବୁଠାରୁ ମଧୁର .


Disclaimer
Copyright © 2022 akshayasahoo99.blogspot.com. All rights reserved.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!