ବାସ୍ତବ ସତ୍ୟ



 ଜୀବନର ମାନେ କଣ ଜାଣୁ ଜାଣୁ 

ଅଧା ସମୟ ଚାଲିଗଲା

ଜୀବନକୁ ବୁଝୁ ବୁଝୁ 

ଆଉ କିଛି ସମୟ ଚାଲିଗଲା

ଭୁଲକୁ ସଜାଡୁ ସଜାଡୁ

କିଛି ସମୟ ନେଇଗଲା

ନା ଜାଣି ହେଲା

ନା ବୁଝି ହେଲା

ନା ସଜାଡି ହେଲା

କିନ୍ତୁ ସମୟ ଚାଲିଗଲା

ସମୟ ଚାଲି ଯାଉଛି

ସମୟ ଚାଲି ଯାଉଥିବ

ହେଲେ 

କିଛି ସମୟ ତ ଵର୍ତମାନ ବି

ହାତରେ ଅଛି

ତାକୁ ଠିକ ରୂପେ ବ୍ୟବହାର କଲେ

ଅସୁବିଧା କଣ

ସେହି ସମୟକୁ ସତପଥରେ ବ୍ୟବହାର କରି

ଖୁସିରେ ରହିବା ବୁଦ୍ଧିମାନର କାମ 

କାରଣ 

ଏହା ନିଶ୍ଚିତ ଯେ,

ସମୟ ଆସିବ ଆମେ ଚାଲିଯିବା

ହେଲେ ଯିବା ପାଇଁ 

ଟିକେ ସମୟ ଦରକାର,

ସମସ୍ତେ ସେ ସମୟ ଅପେକ୍ଷାରେ 

ଏହାହିଁ ବାସ୍ତବ ଓ ସତ୍ୟ ,

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!