ବସନ୍ତ

 

ଶୀତ ଚାଲିଗଲେ ବସନ୍ତ ଆସିବ

ବହିବ ମଲୟ ପବନ ,

ବସନ୍ତ ଦିନରେ ଶୁଭ ଦିନ ଦେଖି

ଧରା ହେବ ଆମ ଲଗନ !