ଭଲେଣ୍ଟାଇନ

 

ଯେଉଁ ଦିନୁ ପ୍ରିୟ ତୋର ପ୍ରେମରେ ପଡିଲି। VALENTINE ର ମାନେ ବୁଝି ମୁଁ ଗଲି କିଛି କିଛି ହୋଇଗଲା ମୋ ଛାତି ତଳେ ଗୁମ୍ ସୁମ୍ ମନ ମୋର ତୋ ପାଇଁ କି ମରେ । ଆଖୀ ସାରା ଝଲସେ ତୋ ପ୍ରେମ ଫଗୁଣ ତତେ ଥରେ ଦେଖୁକୁ ଏ ମନ ପାଗଳ କରିଛୁ କି ଯାଦୁ ମୁଁ ତୋ ପ୍ରେମରେ ଫିଦା ସାରା ଦୁନିଆକୁ କହିପାରେ ଅଲବିଦା।