ମୁଠାଏ ମାଟି ପାଇଁ

 

ଖରା ବର୍ଷା ହେଇ
ବର୍ଷା ସୀତ ହେଇ
ବର୍ଷୁଛି ଯେ ବର୍ଷୁଛି
ଉଲଗ୍ନ କଙ୍କାଳ ମୋର ଅଗଣାରେ
କେଉଁ ଅନନ୍ତ କାଳରୁ

ଭିଯୁଛି ତ ଭିଯୁଛି ।

ଅଧା ଭୋକରେ
ଅଧା ଭେକରେ ,
କବର ତଳୁ
ଧସି ଯାଇଥିବା
ମାଟି ମୁଠାଏ ପାଇଁ

ଲଢ଼ୁଛି ତ ଲଢ଼ୁଛି ।