ଜୀବନ

 

ତୁମେ ପାଖେ ଥିଲେ ଏଇ ପୃଥିବୀରେ
କିଛି ଚାହେଁ ନାହିଁ ମୁଁ
ତୁମରି ପ୍ରେମ ମୋ ଜୀବନ ସାଜିଛି
ମୋ ବଞ୍ଚିବାର ମାନେ ତୁ