ଜହ୍ନ

 

ଜହ୍ନ ବି ଜଳୁଛି ତାରା ବି ଜଳୁଛି
ଜଳୁଅଛି ଏଇ ରାତି...
ଜେବେଠୁ ଜାଣିଲି ଏହି ଜୀବନରେ
ତୁମେ ମୋ ଜୀବନ ସାଥୀ..