ସେଫାଳି

ତୁମେ ଖେଳୁଅଛ ପ୍ରେମର ପରବ
ଗୋଲାପ ସେଜରେ ସୋଇ
ମୁଁ ଝରିଯାଏ ତୁମ ସ୍ମୃତିରେ
ଝରା ସେଫାଳିଟେ ହୋଇ