ବର୍ଷା


 ଏ ବରଷା ଆଜି ମନେ ଆଙ୍କୁଅଛି
ତୁମର ସେ ଚୋରା ପ୍ରୀତି

ସାଙ୍ଗ ହୋଇ ଆମେ କେତେ ଭିଜୁଥିଲେ
ତୁମେ କେତେ ହେଉଥିଲ ଖୁସି ।
ଏବେ ଅଛି ଖାଲି ତୁମ ସ୍ମୃତି
ବିରହ ନିଆଁରେ, ତୁମ ଅପେକ୍ଷାରେ
ପ୍ରିତିଦିନ ଯାଏ ବିତି।