ଅଢେ଼ଇ ଦିନ ପ୍ରେମ
Akshaya Sahoo
ବ୍ଲକ୍ କରିପାର ମୋତେ ସୋସିଆଲ ସାଇଟରେ। ଲକ୍ ହୋଇ ସାରିଛି ମୁଁ ତୁମ ସୃତିର ଇଲାକେ ମନେ ପଡି ନପାରେ ତୁମ ପ୍ରୀତିର ମୁହୂତ । ମନେ ପଡିବି ଥିଲେ ତୁମେ ଉଦାସ ବନେ । । ଭାବିବ ଥିଲା ଗୋଟେ ପାଗଳ ଟୋକା ଦିନ ରାତି କରୁଥିଲା ତୁମରି ଚିନ୍ତା, ନଥିଲା ଆଖିରେ ତାର କିଛି ସପନ ତୁମଠି ଅଟକିଥିଲା ତା ଜୀବନ