ସଫଳତା

 

ସଫଳତା ପାଇବାର ରାସ୍ତା ଅନେକ ଲମ୍ବା 

ଆକାଶ ପରି ଅସୀମ

ବାଧାବିଘ୍ନ ଏଡ଼ାଇ ବହୁ ଉଦ୍ଦେଶ୍ୟର ସମାହାରରେ

ଗୋଟିଏ ଲକ୍ଷ୍ୟରେ ଉପନୀତ ହେବାର ସଂଜ୍ଞା ସଫଳତା ।



ଯେ କେହି ଯଦି ଭଲରେ ରହିବାକୁ ଚାହୁଁଛ

ଜ୍ଞାନ, ସମ୍ମାନ ଓ ଶାନ୍ତିରେ

ଯଦି ଜୀବନଟିକୁ କାଟିବାକୁ ଇଚ୍ଛା

ତେବେ ବାକ୍, ଚରିତ୍ର ଓ ସେବା ନେଇ

ଆଗକୁ ଚାଲ ଯଦ୍ୱାରା

ଜୀବନର ଯଶ ବୃଦ୍ଧି ହୋଇ

ଅନେକ ସଫଳତା ସାଉଁଟିବ ବିଚିତ୍ର ପୃଥିବୀରେ ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!