ଧନ ପାଇଁ ମୃତ୍ୟୁ


 ଜୀବନ ପାଇଁ ଧନ ଜନ ଲେଡା


ଧନ ରଖିବ କି ଜୀବନ

ଧନ ଲୋଭ କଲେ ଆସେ ବିପଦ

ଚାଲିଯିବ ମୋ ଜୀବନ l



ଧନ କଣ ସବୁ କରିଦେବ ପୁରଣ

ଧନ ପାଇଁ ଗଲା ଜୀବନ

ପର ପାଇଁ ଦାନ କରିଦିଅ କିଛି

କଟିବ ଭଲ ଜୀବନ l



କି କରିବି ମୁଁ ଧନ ଆଉ ଅଢେଇ ଦିନ

କର କିଛି ଉପାର୍ଜନ

ଅତି ଲୋଭ କରି ଆସିଲା ମରଣ

ହୋଇଜିବା ଆମେ ହୀନ l



ଗରିବ ସହିତ ଧନ କି ସମାନ ହେବ

କହା ସହ ସେ ସମାନ

ଧନ ଲାଗି ସବୁ ନାଟ ହାଟ ଚାଲେ

ଚାଲିଥାଏ ସାରା ଜୀବନ l



ଧନ ବଳେ ସତ୍ୟ ମିଳେ ନାହିଁ

ଧନ ପାଇଁ ମିଳେନାହିଁ ସନମାନ

ମଣିଷ ଧନ ପାଇଁ କାହା ଜିବନ l

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!