
ନିର୍ଜନ ରାସ୍ତା ର ନିଛାଟିଆ ମୋଡ
ମୁଁ ଆଉ ମୋ ସାଥେ ତମ ସ୍ମୃତି
କାଇଁ କଥା ଦେଇ ତମେ ତ ଆସିଲନି,
ନିଶବ୍ଦ ସ୍ଥାନ ଆଉ ମୋ ହୃଦୟ ସ୍ପନ୍ଦନ
କେତେ କଣ କହି ଯାଏ ଏଇ ମନ
ଏ ତମ ସ୍ୱର ନା ଅଜଣା ପ୍ରତିଧ୍ଵନି ,
ନିର୍ଭୁଲ ଭାବେ ଥରୁଟିଏ କହିଦିଅ
କଣ ଲାଗେ ମୁଁ ତମର ?
ଆଉ କେମିତି ବୁଝାଇବି
ଏଇ ମନ ବି ତ ଅଭିମାନୀ !
©® ✍ ଅକ୍ଷୟ ସାହୁ