ସମାଜ

 

ଭଲ ପାଇବନି କେବେ ଜାତି ବାହାରେ

ଘୃଣାର ନିଆଁରେ ସମାଜ ମାରିବ ପ୍ରତିକ୍ଷଣେ ।

ଦୁନିଆ ବୁଝେନି ପ୍ରେମର ମୂଲ୍ୟ

ତା ପାଇଁ ବଡ ନିଜ ଜାତି ସମ୍ମାନ ।

ପ୍ରେମ ତ ଚାହଁଇଥାଏ ଦୁଇ ହୃଦୟ ମିଳନ

କଣ ପାଈଁ ସମାଜ କରେ ଜାତିର ମିଳନ।

ପ୍ରେମ ତ ସୀମିତ ନୁହଁ ଜାତି ଧର୍ମରେ

ପ୍ରେମ ତ ପୂଜା ପାଏ କୋଟି ବ୍ରହ୍ମାଣ୍ଡରେ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!