ପ୍ରତୀକ୍ଷା

 

ଏଇ ମନ ମୋର ମରୁ ଭୂମିଟିଏ 
ମେଘ ଟୋପା ଖୋଜୁଥାଏ, 
ତୋ ପ୍ରେମରେ ଭିଜିବାକୁ 
ଚାତକ ପରି ଚାହିଁଥାଏ ।
ତୁ ଧରା ଶ୍ରାବଣର ଗେଲ୍ଲେହି ବରଷା
 ଢାଳୁ ନାହୁଁ ଟିକେ ପ୍ରେମ
ତୋ ପ୍ରେମ ପାଇବାକୁ ଏଇ ହୃଦୟ ଚାହିଁଲାଣି ଜନ୍ମ ଜନ୍ମ। 
କୋଟିଏ କର୍ମର ଗୋଟିଏ ପୁଣ୍ୟ ତୁ
 କାହା ଭାଗ୍ୟ ହେବୁ ଉଭା 
ପାଇବାକୁ ତତେ ଏ ମନ ମନ୍ଦିରେ
 ପ୍ରଣତି ଜାଳେ ମୁଁ ସଦା ।

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!