ପ୍ରେମ କଏଦୀ

 




ତୁମ ହୃଦୟର କାରାଗାରରେ ବନ୍ଦୀ

ମୁଁ ଏକ କଏଦୀ…….

ଜାଣେନୀ ମିଳିବ ମତେ ଫାଶୀ ଦଣ୍ଡ

ଯେମିତି ପ୍ରେମରେ ଜୀବନ ଦେବାପାଇଁ

ନା ମିଳିବ ଆଜୀବନ କାରାଦଣ୍ଡ

ବଞ୍ଚିବାକୁ ହେବ ନିସଙ୍ଗ ଏକଲା ହୋଇ ।


ନା ଯିବି ନିର୍ଦୋଷରେ ଖଲାସ ହୋଇ

ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ

ଜାଣେନୀ କେବେ ତୁମ ହୃଦୟର

ନ୍ୟାଳୟ ଦେବ ମତେ ନ୍ୟାୟ

ତଥାପି ଅପେକ୍ଷା କରିଛି

ସତେ ଅବା ପ୍ରେମ କଏଦୀ ହୋଇ ।

©® ✍ ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!