ମୋ ସ୍ବପ୍ନର ରାତି

 

କେତେ ସ୍ବପ୍ନ ଆଉ କେତେ ଜହ୍ନ ରାତି
ଅମାନିଆ ସତବଦୀର କ୍ରୁର ଘଣ୍ଟା କଣ୍ଟା ପରି
ଟିକ ଟିକ ବାଜି ବିତି ଚାଲେ
ସ୍ମୃତିର ଘଣ୍ଟା ଘର ଭରିବାକୁ ଯାଇ !

ସେଦିନ ଫଗୁଣର ଲୋମହର୍ଷି ହସ
ଅମାନିଆ ଶ୍ରାବଣର ରକ୍ତ ମିଶା ବରଷା ସବୁ ମୁଁ ଦେଖିଚି
ନିଲଜ ଓ ଶୁଷ୍କ ଏକ ନିର ଜନତା ଦେଇ !

©®ଅକ୍ଷୟ ସାହୁ

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!